ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବାଲେଶ୍ୱର, ବରଗଡ, ବଲାଙ୍ଗୀର, କଟକ, ଗଜପତି, ଖୋର୍ଦ୍ଧା ଏବଂ ନୂଆପଡା ଜିଲ୍ଲାରେ 13 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଏବେ ରାଜ୍ୟରେ ମୋଟ 113 ଜଣ କରୋନା ପଜିଟିଭ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes