ରାଜ୍ୟରେ ଆଉ ୫୧୬ କୋଭିଡ ଆକ୍ରାନ୍ତ ଚିହ୍ନଟ ଓ ଜଣଙ୍କର ମୃତ୍ୟୁ

ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୪୩ ହଜାର ୯୬୦କୁ ବୃଦ୍ଧି ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟାରେ ୯,୨୧୦ରେ ପହଞ୍ଚିଛି।

ଆକ୍ଟିଭ କେସ୍ ୩ ହଜାର ୫୯୭ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes