ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ

ପୁରୀ ଜିଲ୍ଲାରେ ଜଣେ କୋଭିଡ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ପରେ ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ 9129ରେ ପହଂଚିଛି l ତେବେ ଦୁଇ ସପ୍ତାହ ମଧ୍ୟରେ ଏହା ଚତୁର୍ଥ କୋଭିଡ ମୃତ୍ୟୁ ବୋଲି ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes