ରାଜଧାନୀରେ ୧୦୬ଟି ଜଳ ସେବା ଶିବିର, ୪୪ ଜଳ ଏଟିଏମ୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର ମହା ନଗର ନିଗମ ରାଜଧାନୀରେ ୧୦୬ଟି ଜଳ ସେବା ଶିବିର ଓ ୪୪ଟି ପାଣି ଯୋଗାଣ ଏଟିଏମ୍ କାର୍ଯ୍ୟକ୍ଷମ କରିଥିବା ଜଣେ ଅଧିକାରୀ ଆଜି କହିଛନ୍ତି।

ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଲୋକଙ୍କୁ ପାନୀୟ ଜଳ ଯୋଗାଣ ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆ ଯାଇଥିବା ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes