ରାଜଘାଟ ଓ ଜାମଶୋଳାରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢୁଥିବା ବେଳେ ଏହାଏ ଉଭୟ ଜାମଶୋଳା ଓ ରାଜଘାଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି l ରାଜଘାଟରେ ବିପଦ ସଂକେତ 10.36 ମିଟର ଥିବା ବେଳେ ଆଜି ସକାଳେ ବନ୍ୟାଜଳ 11.90 ମିଟରରେ ପ୍ରବାହିତ ହେଉଥିଲା l
ସେହିପରି ଜାମଶୋଳା ଘାଟରେ ବିପଦ ସଂକେତ 49.15 ଫୁଟ ଥିବା ବେଳେ ବନ୍ୟା ଜଳ 50.76 ଫୁଟରେ ପ୍ରବାହିତ ହେଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes