ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗରେ ଆଜି ମୟୂରଭଞ୍ଜ ଜିଲ୍ଲା ଉଦଳା ଆମେ ଭଞ୍ଜ କଳାକାର ସଭା ଗୃହରେ ସଦସ୍ୟମାନେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିଥିଲେ।
ବିଶେଷ କରି ରାଇମୋହନଙ୍କ ଅକାଳ ବିୟୋଗରେ ସିନେ ଓ ଯାତ୍ରା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ କହିଥିଲେ।
Credible Local News of Odisha