ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୭୭ ତମ ଶୁଭ ଜନ୍ମଦିନ ଅବସରରେ ଆଜି ବୌଦ୍ଧ ଜିଲ୍ଲା ତାଳଶରଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ କଣ୍ଟାମାଳ ବିଧାୟକ ମହୀଧର ରଣା ନେତୃତ୍ବରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ୭୭ ୟୁନିଟ ରକ୍ତ ସଂଗ୍ରହ ହୋଇଛି।
Credible Local News of Odisha