ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଦାବିରେ ବିଜେପିର ଦାବି ପତ୍ର ପ୍ରଦାନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଓ ଅଯୋଗ୍ୟଙ୍କୁ ବାଦ୍ କରିବା ଦାବିରେ କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ନେତୃତ୍ବରେ ଏକ ରାଲି ଯାଇ ସଦର ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ପଣ୍ଡା, କିରଣବାଳା ନାୟକ, ଭାଗିରଥି ସିଂ, ମିଲୁ ତ୍ରିପାଠୀ, ପ୍ରକାଶ ସୂତ୍ରଧାର, ବାବୁ ବାରିକ, ଜଲାଲ ଉଦ୍ଦିନ ଆକବର, ସମେତ ବହୁ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes