ଯୋଗ୍ୟ ବିବେଚିତ ନୂତନ ୫୦ଜଣଙ୍କୁ ଭତ୍ତା ବଣ୍ଟନ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସିରେ ଆଜି ନୂତନ ୫୦ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଛି ।

ନଗର ପାଳିକା ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଆଜି ନିଜେ ଉପସ୍ଥିତ ରହି ୫୦ଜଣଙ୍କୁ ଭତ୍ତା ବଣ୍ଟନ କରିବା ସହ କାର୍ଡ ଦେଇଥିଲେ । ପୁନଃଶ୍ଚ ରହିଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ଖୁବ ଶୀଘ୍ର ଦିଆଯିବ ବୋଲି ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes