ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କୋରାପୁଟ ଜିଲ୍ଲା ନାରାୟଣପାଟଣାର ଡୁମସିଲ ଗ୍ରାମ ନିକଟ ଏକ କୁଡ଼ିଆରୁ ଆଜି ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ମିଳିଛି l ଯୁବକଙ୍କ ଘର ଡୁମସିଲ ଗ୍ରାମରେ ହୋଇଥିବା ବେଳେ ଯୁବତୀଙ୍କ ଘର ପାଖ ଗ୍ରାମରେ l

ଉଭୟଙ୍କ ପାଟିରୁ ଫେଣ ବାହାରିଥିବାରୁ ସେମାନେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes