ଯୁବକଙ୍କୁ ହତ୍ୟା ଘଟଣାରେ ତିନି ସୁପାରୀ କିଲର ଗିରଫ

ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ପରିସରରେ ଗତ 16 ତାରିଖରେ ଠେଲାଗାଡିରେ ବେପାର କରୁଥିବା ମା -ପୁଅଙ୍କୁ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ l ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l
ଏହି ଘଟଣାରେ ତିନି ଜଣ ସୁପାରୀ କିଲରଙ୍କୁ ଗିରଫ କରାଯାଇଥିବା ଆଜି ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes