ଯୁବକଙ୍କୁ ଗୁଳି କରି ହତ୍ୟା ଅଭିଯୋଗ

ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ କଲେଜ ରୋଡ଼ରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପୁଲିସ ଆଜି କହିଛି l

ପୂର୍ବଶତ୍ରୁତାରୁ ଏହି ଘଟଣାର ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ ଏହାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes