ଯାଲୋଏ ରେ ନୂତନ ବନପାଳ ଭାବେ ଯୋଗ ଦେଲେ ଜଗବନ୍ଧୁ ବାରିକ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ ଯାଲୋଏ ସେକ୍ସନରେ ନୂତନ ବନପାଳ ଭାବରେ ଜଗବନ୍ଧୁ ବାରିକ ଯୋଗ ଦେଇଛନ୍ତି ।

ସେ ଆଜି କାର୍ଯ୍ୟ ରେ ଯୋଗଦାନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes