ମ୍ୟାଚ ପାଇଁ ଭୁବନେଶ୍ୱର- ବାରବାଟୀ ମଧ୍ୟରେ ଚାଲିବ ‘ମୋ ବସ’

ଆସନ୍ତା 12 ତାରିଖ ବାରବାଟୀରେ ଥିବା ମ୍ୟାଚ ଦେଖିବାକୁ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେଦିନ କଟକ-ଭୁବନେଶ୍ୱର ମଧ୍ୟରେ ଦୁଇଟି ରୁଟରେ ସ୍ୱତନ୍ତ୍ର ଭାବେ ମୋ ବସ ଚାଲିବ ବୋଲି କର୍ତୃପକ୍ଷ କହିଛନ୍ତି l

ଭାୟା ରସୁଲଗଡ଼ ଦେଇ ମାଷ୍ଟରକ୍ୟାଣ୍ଟିନରୁ ବାରବାଟୀକୁ ଏବଂ ଭାୟା ପଟିଆ ଦେଇ ବରମୁଣ୍ଡାରୁ ବାରବାଟୀକୁ ବସ ଚାଲିବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes