ମେଡିକାଲ ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର ଏମକେସିଜି ମେଡିକାଲ ୱାର୍ଡର ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରେ ଛାତରୁ ସିଲିଂ ଖସି ପଡ଼ିଛି।

ଏଥିରେ କାହାର କ୍ଷତି ହୋଇନଥିବା ସୂଚନା ମିଳିଛି। ପୂର୍ବରୁ ଏହି ମହଲାର ୟୁରୋଲଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes