କେନ୍ଦୁଝର ନବ ନିର୍ମିତ ଡିଏମଏଫ ଅର୍ଥରେ ମେଡିକାଲ କଲେଜର ନାମ ଧରଣୀଧରଙ୍କ ନାମରେ ନାମିତ କରା ଯାଇଥିବାରୁ ଭୂୟାଁ ସାଂସ୍କୃତିକ ସଂଗଠନ ପକ୍ଷରୁ ଧନ୍ୟବାଦ୍ ଦିଆଯାଇଛି।
ଏହି ଅବସରରେ ଏକ ଶୋଭାଯାତ୍ରାରେ ଧରଣୀଧର ଛକ ଠାରୁ ବାହାରି ନଗର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି କୃତଜ୍ଞତା ଜଣାଇଥିଲେ।