ଶବ ଆଣିଥିବା ଗାଡ଼ି ଡ୍ରାଇଭର ମେଡିକାଲ ଫାଣ୍ଡିରେ ଅଭିଯୋଗ କରିବା ପରେ ଗାଡ଼ି ସହ ମୃତଦେହ ଫାଣ୍ଡିକୁ ଆଣିଲା ପୁଲିସ। ମୃତ ମହିଳା ଜଣଙ୍କ ବଙ୍ଗମୁଣ୍ଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
ମହିଳାଙ୍କୁ କିଛି ଦିନ ତଳେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମୃତ୍ୟୁ ପରେ ଜଣେ ସମ୍ପର୍କୀୟ ବୋଲେରୋରେ ଆଣିଥିଲେ। ଭଡ଼ା ଟଙ୍କା ଆଣିବାକୁ ଯାଉଛି କହି ମେଡିକାଲ ପାଖରେ ଛାଡ଼ି ଚମ୍ପଟ୍ ମାରିଥିଲେ।