ମୃତକ ମିର୍ଦ୍ଧାଙ୍କ ଝାରମୁଣ୍ଡା ସ୍ଥିତ ଘରେ ତାଲା, ଭେଟିପାରିଲାନି ଟିମ୍‌

ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସା ଘଟଣାରେ ସମ୍ବଲପୁର ଝାରମୁଣ୍ଡାରେ ୩ ଜଣିଆ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ପହଞ୍ଚିଛନ୍ତି।

ମୃତକ ମିର୍ଦ୍ଧାଙ୍କ ଝାରମୁଣ୍ଡା ସ୍ଥିତ ଘରେ ତାଲା ପଡ଼ିଥିବା ଦେଖିଲେ ଟିମ।ପରିବାର ଲୋକେ କୁଆଡେ ଗଲେ ଗାଁ ଲୋକଙ୍କୁ ପଚାରିଲେ ଟିମ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes