ମୁମ୍ବାଇରେ ସମ୍ମାନିତ ହୋଇଛନ୍ତି ଅଭିଲିପ୍ସା

ଇଣ୍ଟରନେଟ୍ ସେନସେସନ ହର ହର ଶମ୍ଭୁ ଫେମ୍‌ ଅଭିଲିପ୍ସା ପଣ୍ଡାଙ୍କୁ ରାଷ୍ଟ୍ରୀୟ ସଙ୍ଗୀତ ପୁରସ୍କାର ମିଳିଛି।

ମୁମ୍ବାଇରେ ଆୟୋଜିତ ସୁର ଜ୍ୟୋସ୍ନା ନ୍ୟାସନାଲ ମ୍ୟୁଜିକ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି କେନ୍ଦୁଝର ବଡ଼ବିଲର ଝିଅ ଅଭିଲିପ୍ସା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes