ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି

ବାରବାଟୀ ଷ୍ଟାଡିୟମ୍ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ସାଉଥ ଆଫ୍ରିକା T20 ମ୍ୟାଚ୍ ପାଇଁ ଓଡ଼ିଶାରେ ଭାରତୀୟ କ୍ରିକେଟ୍ ଦଳର ସଭାପତି ସୌରଭ ଗାଙ୍ଗୁଲି ପହଞ୍ଚିଵା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି l

ଏହି ଭେଟ ଉଭୟଙ୍କ ପାଇଁ ଖୁବ ଆନନ୍ଦଦାୟକ ଥିଲା l ଏବେ କ୍ରିକେଟ୍ର ଏକ ରୋମାଞ୍ଚକର ମ୍ୟାଚ୍ ସାକ୍ଷୀ ହେବାକୁ ଅପେକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସୌରଭଙ୍କୁ ଏକ ହକି ଓଡ଼ିଶା ଟିଶାର୍ଟ ଉପହାର ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes