ସୋ କଜ୍ ନୋଟିସ ଉପରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ମୁଁ କଂଗ୍ରେସର ବିନ୍ଦୁଏ କ୍ଷତି କରିନି, ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର ହୋଇଛି।
ଥରେ ବି ୱାର୍ଡ ମେମ୍ବର ହୋଇନଥିବା ଲୋକ ମତେ ସୋ କଜ୍ ନୋଟିସ ଦେଇଛନ୍ତି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧି ଓ ଖଡଗେଙ୍କୁ ଭେଟି ଅଭିଯୋଗ କରିବି ବୋଲି ସୁର କହିଛନ୍ତି।