ମା’ ତାରିଣୀଙ୍କ ଚଇତି ପର୍ବ ଉପଲକ୍ଷେ କଳସ ଯାତ୍ରା

ଅନୁଗୁଳ ତାଳଚେର ସମଲବ୍ୟାରେଜର ମା’ ତାରିଣୀଙ୍କ ଚଇତି ପର୍ବର କଳସ ଯାତ୍ରା ଅନୁଷ୍ଠିତ ହୋଇଛି।

ଏଥିରେ ସମଲ ଗ୍ରାମପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା ଓ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes