ମାଲେଶ୍ରୀ ଶିବମନ୍ଦିରେ ମେରୁଦଣ୍ଡ ଅନୁଷ୍ଠିତ

ସୋନପୁର ବ୍ଲକ୍ ଅନ୍ତର୍ଗତ ମାଲେଶ୍ରୀ ଗୁଡି ଶିବ ମନ୍ଦିରରେ ମେରୁଦଣ୍ଡ ଅନୁଷ୍ଠିତ ହୋଇଯାଇଛି। ପୂଜାର୍ଚ୍ଚନା ଦାୟିତ୍ୱ ନିର୍ବାହ କରିଥିଲେ କୁଶ ଥନାପତି।

ବାବା ସପ୍ନେଶ୍ୱର ଓ ମା’ ଦକ୍ଷିଣକାଳୀ ପୂଜାର୍ଚ୍ଚନା ହୋଇଥିବା ବେଳେ ଆଖପାଖ ଅଞ୍ଚଳର ବହୁତ ଜନସଂଖ୍ୟା ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes