ମାଟ୍ରିକ ସମେଟିଭ-୧ ପରୀକ୍ଷା ଶେଷ; ଡିସେମ୍ବର ୯ରୁ ମୂଲ୍ୟାୟନ

ଏ ନେଇ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ମୋଟ ୫୬ଟି କେନ୍ଦ୍ରରେ ୧୨ ହଜାର ୪୫୦ ଶିକ୍ଷକ ଖାତା ଦେଖିବେ।
ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତାଦେଖା ଚାଲିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes