ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ପେଶାଲ ସ୍କ୍ବାଡ୍‌ ଗଠନ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ପେଶାଲ ସ୍କ୍ବାଡ୍‌ ଗଠନ କରିଛି।

ପରୀକ୍ଷା କେନ୍ଦ୍ର ଗୁଡିକୁ ଅଚାନକ ଗସ୍ତ କରିବେ ସ୍ପେଶାଲ ସ୍କ୍ବାଡ୍‌। ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes