ମାଟି ଅତଡ଼ା ଖସି ଶ୍ରମିକ ଗୁରୁତର

ଆନନ୍ଦପୁର ଶୈଳଙ୍ଗ ଠାରେ ମେଗା ପାଣି ପାଇପ ଯୋଗାଣ ପାଇଁ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ମାଟି ଅତଡ଼ା ଖସି କାର୍ଯ୍ୟରତ ଜଣେ ଶ୍ରମିକ ମାଟି ତଳେ ଚାପି ହୋଇ ଗୁରୁତର ହୋଇଥିଲେ l

ଅଗ୍ନିଶମ ବିଭାଗ ଶ୍ରମିକଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes