ମାଙ୍କଡ଼ କାମୁଡ଼ାରେ ୫ NDRF ଯବାନ ଆହତ

କଟକ ମୁଣ୍ଡଳି ସ୍ଥିତ NDRF କ୍ୟାମ୍ପ ପରିସରରେ ମାଙ୍କଡ଼ କାମୁଡ଼ିଛି।

ମାଙ୍କଡ଼କୁ ଧରିବାକୁ କ୍ୟାମ୍ପ ପରିସରରେ ଯନ୍ତା ବସାଇଛି ବନ ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes