ମାଗଣା ଆଇନଗତ ସେବା ଶିବିର ଅନୁଷ୍ଠିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଭୀମତାଳି ପଞ୍ଚାୟତ ବାଉଁସପାଳ ଗ୍ରାମରେ ଆଜି ସିଏସି ସେଣ୍ଟର ତରଫରୁ ଏକ ମାଗଣା ଆଇନ ଗତ ଶିବିର ବାଉଁସପାଳ ଅଙ୍ଗନବାଡି କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଛି ।

ଏଥିରେ କମ୍ପ୍ୟୁଟର ମାଧ୍ୟରେ ଶିକ୍ଷା ଓ ମୋବାଇଲ ମାଧ୍ୟମରେ କେମିତି ଆଇନଜୀବି ଙ୍କ ସହିତ କଥା ହେବେ ସେନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା । ଗ୍ରାମରେ ଅନେକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes