ମାଁ ଝାଡେଶ୍ୱରୀ ମନ୍ଦିର ଉନ୍ନତି କରଣ ନେଇ ବୈଠକ

ଜୁଯୋମୁରା ବ୍ଳକର ବିରସିଂହଗଡ ପଞ୍ଚାୟତ ବସିଆପଡା ଗ୍ରାମର
ମାଁ ଝାଡେଶ୍ୱରୀ ମନ୍ଦିର ଠାରେ ଆଜି ମନ୍ଦିରର ଉନ୍ନତି କରଣ ନେଇ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ବିଜେପି ଓ ବିଜେପି ର ସ୍ଥାନୀୟ ପ୍ରତିନିଧି ମାନଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହାର ଉନ୍ନତି କରଣ କରାଯାଇବାକୁ ବୈଠକରେ ମତପ୍ରକାଶ ପାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes