ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ପତ୍ନୀ ପାରିବାରିକ ହିଂସା ଓ ନିର୍ଯାତନା ଅଭିଯୋଗ ଆଣିବା ପରେ ଆଜି କଟକ ମହିଳା ଥାନାରେ ପହଞ୍ଚିଛନ୍ତି ହ୍ୟୁମାନ ସାଗର।

ଦୁଇ ଦିନ ପୂର୍ବେ ହ୍ୟୁମାନ ସାଗରଙ୍କ ପତ୍ନୀ କଟକ ଡିସିପିଙ୍କୁ ଭେଟି ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ହ୍ୟୁମାନ ସାଗରଙ୍କୁ ସମନ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes