ମହିଳା କମିଶନର ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ

ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଡ଼ଃ ମିନତୀ ବେହେରା ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ ଯୋଗ ଦେଇଛନ୍ତି।

ସଦଭାବନା ଗୃହ ଠାରେ ମହିଳା କମିଶନ ସଦସ୍ୟ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜିଲ୍ଲା ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନଙ୍କ ସମସ୍ୟା ଏହାର ସମାଧାନ ନେଇ ଶିବିରରେ ଆଲୋଚନା କରିଥିଲେ। ଏଥି ସହିତ ପୁଲିସ ଓ ଜିଲ୍ଲା ପ୍ରଶାସନଙ୍କୁ ସମାଧାନ ନେଇ ଜଣାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes