ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲି ନିକଟସ୍ଥ ଦିଗଶିରାର ଜଣେ ଅଜଣା ମହିଳା କିଶୋରୀ ନାଏକଙ୍କୁ ରକ୍ତର ଆବଶ୍ଯକତା ଥିବା ଖବର ପାଇ ଡୋଳାମଣି ବାରିକ(ମଧୁ) ନାମକ ଜଣେ ବ୍ଯକ୍ତି ସ୍ୱଇଚ୍ଛାରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଆଜି ରକ୍ତଦାନ କରିଛନ୍ତି।
ତାଙ୍କର ଏତାଦୃଶ କାର୍ଯ୍ଯକୁ ସାଙ୍ଗସାଥି ତଥା ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।