ମହାନଦୀରେ ଫସିଛନ୍ତି ଦୁଇଟି ହାତୀ, ଉଦ୍ଧାର ପାଇଁ ଉଦ୍ୟମ

ଆଜି ଦୁଇଟି ହାତୀ ସୁକାସେନ ଜଙ୍ଗଲରୁ ମହାନଦୀ ଅତିକ୍ରମ କରି ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ନଦୀ ମଧ୍ୟରେ ଫସି ଯାଇଥିବା ଦେଖିବାକୁ ମିଳିଛି l
ସେମାନଙ୍କୁ ନଦୀ ମଧ୍ୟରୁ ଉଦ୍ଧାର କରି ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ମାନେ ଉଦ୍ୟମ ଜାରି ରଖିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes