ମନ ମୋହିଲା ଜନଜାତି ନୃତ୍ୟ ମହୋତ୍ସବ

ରବୀନ୍ଦ୍ର ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି l
ମହୋତ୍ସବରେ ରାଜ୍ୟର 13 ପ୍ରକାରର ଆଦିମ ଜନଜାତି ନୃତ୍ୟ ପ୍ରଦର୍ଶିତ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes