ମଝି ଚିଲିକାରେ ଅଟକିଛି ଯାତ୍ରୀବାହୀ ଭସାପୋଲ

ଯାତ୍ରୀବାହୀ ଭସାପୋଲ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଅଟକି ରହିଛି।

ଭସାପୋଲରେ ୨ଟି ବସ୍ ସମେତ ୧୦ଟି ବାଇକ ଓ ଶହେରୁ ଅଧିକ ଲୋକ ଫସିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes