ମଙ୍କି ପକ୍ସ ନେଇ କେନ୍ଦ୍ରର ସତର୍କତା ସୂଚନା ଜାରି

ବିଶ୍ୱର କେତେକ ଦେଶରେ ଚିନ୍ତାର କାରଣ ହୋଇଥିବା ମଙ୍କିପକ୍ସ ରୋଗୀ ଭାରତରେ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସମସ୍ତ ରାଜ୍ୟକୁ ଏଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କତା ଜାରି କରାଯାଇଥିବା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର l

ଜ୍ୱର, ଦେହ ମୁଣ୍ଡ ବ୍ୟଥା ଏବଂ ଦେହ ହାତ ଫଳିବା ଇତ୍ୟାଦି ଲକ୍ଷଣ ଦେଖାଗଲେ ନମୁନା ପରୀକ୍ଷା ପାଇଁ ପୁନେ ସ୍ଥିତ ଲାବୋରେଟାରିକୁ ପଠାଯିବ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes