ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଆଞ୍ଚଳିକ ଉଚ୍ଚ ବିଦ୍ଯାପୀଠ, କେନଝିରିଆପାଲି ହାଇସ୍କୁଲଠାରେ ଆସନ୍ତା ରବିବାର ମଇ ୨୨ ତାରିଖ ଦିନ ସିଲଭର ଜୁବୁଲି ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାକୁ ପୂର୍ବତନ ଛାତ୍ର ସଂଘ ତରଫରୁ ଧାର୍ଯ୍ଯ କରାଯାଇଛି।

ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ରହିବାକୁ ସଂଘ ତରଫରୁ ନିବେଦନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes