ଭୋଜି ଖାଇ 40 ଝାଡାବାନ୍ତିରେ ଆକ୍ରାନ୍ତ, ଜଣେ ମୃତ

ବାଲେଶ୍ୱର ଜିଲ୍ଲା ଭୋଗରାଇର ଡାରୁହା ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘରେ ପୂଜା ପରେ ଭୋଜି ଖାଇ 40 ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ମେଡିକାଲ ସୂତ୍ରରୁ ଆଜି ପ୍ରକାଶ l
ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 19 ଜଣ ମେଡିକାଲରେ ଏବଂ ଅନ୍ୟମାନେ ଗ୍ରାମରେ ଚିକିତ୍ସାଧୀନ ଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes