ଭୁବନେଶ୍ୱର ବାରରେ ବୋମା ମାଡ଼

ଭୁବନେଶ୍ୱର ଲକ୍ଷ୍ମୀସାଗର ରେନ ଦ କ୍ଳବ ବାରରେ ବିଳମ୍ବିତ ରାତ୍ରିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି।

ଲକ୍ଷ୍ମୀ ସାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes