ଭୁବନେଶ୍ୱରୁ ଚୋରି ମଦ ବୋଝେଇ ଟ୍ରକ୍ ଅନୁଗୁଳରେ ଜବତ, ୩ ଗିରଫ

ଭୁବନେଶ୍ୱର ପାତ୍ରପଡା ଭଗବାନପୁର ଡିପୋରୁ ୫୬ ଲକ୍ଷର ମଦ ଚୋରି ହୋଇଥିବା ଘଟଣାରେ ମାଷ୍ଟରମାଇଣ୍ଡ ସହ ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ପୁଲିସ।

ଅଭିଯୁକ୍ତମାନେ ଜାଲ୍ କାଗଜପତ୍ର ଦେଖାଇ ୯୫୦ କାର୍ଟୁନ ମଦ ଅନୁଗୁଳକୁ ନେଇଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes