ଭୁବନେଶ୍ୱରରେ ସକ୍ରିୟ କରୋନା ଆକ୍ରାନ୍ତ ଶହେକୁ ହ୍ରାସ

ଭୁବନେଶ୍ୱରରେ ଗତ 24 ଘଣ୍ଟାରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 7 ଜଣ ସୁସ୍ଥ ହୋଇଛନ୍ତି l ଏବେ ରଜଧାନୀରେ ମୋଟ 100 ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes