ଭୁବନେଶ୍ୱରରେ ମହିଳା ପୁଲିସକୁ ଆକ୍ରମଣ ଉଦ୍ୟମ

୨ ତାରିଖ ରାତି ୧ଟା ୩୦ରେ ଆଚାର୍ଯ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ଆକ୍ରମଣ ଉଦ୍ୟମ ନେଇ ଥାନାରେ ଏତଲା ଦେଇଛନ୍ତି ମହିଳା ପୁଲିସ ଏସ୍ଆଇ ଶୁଭଶ୍ରୀ ନାୟକ।

ମହିଳା ଥାନାରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତ ପିଛା କରିଥିଲେ। ନିଜର ସୁରକ୍ଷା ପାଇଁ ପୁଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତରକୁ ଯାଇଥିଲେ ଶୁଭଶ୍ରୀ। ହେଲେ ଦୁର୍ବୃତ୍ତମାନେ ପୁଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତର ଯାଏ ତାଙ୍କୁ ଗୋଡ଼ାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes