ଭୁବନେଶ୍ୱରରେ ମଶାମରା କାମରେ ଲାଗିବ ଡ୍ରୋନ୍

ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି।

ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ। ଗାଡ଼ି ଯାଇପାରୁନଥିବା, ଅବ୍ୟବହୃତ ଜଳାଶୟରେ କେମିକାଲ ସ୍ପ୍ରେ କରିବ ଡ୍ରୋନ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes