ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପୁରୁଷ ହକି ଟିମ୍

ବିଶ୍ୱକପ୍ ଖେଳିବା ପାଇଁ ଭାରତୀୟ ଖେଳାଳି ଆଜି ଭୁବନେଶ୍ୱରରେ ପହଞ୍ଚି ଥିବାବେଳେ ଦଳରେ ଅଛନ୍ତି ୨ ଓଡ଼ିଆ ଖେଳାଳି।

ସେମାନେ ହେଲେ ରୋହିଦାସ ଓ ନିଲମ ଖେସ। ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ରାଉରକେଲା ଓ ଭୁବନେଶ୍ୱରରେ ଖେଳାଯିବ ସମସ୍ତ ମ୍ୟାଚ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes