ଭୁବନେଶ୍ୱରରେ ପହଞ୍ଚିଲା ଚିଲି ଟିମ୍

ବିଶ୍ୱକପ୍ ହକି ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଚିଲି ଟିମ୍।

ଚିଲି ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ ବିପକ୍ଷରେ ଖେଳିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes