ଭୁବନେଶ୍ୱରରେ ଆୟୋଜିତ ହେବ ୨ଟି ମେଗା ସ୍ପୋର୍ଟସ ଇଭେଣ୍ଟ, ସ୍ଥିତି ଅନୁଧ୍ୟାନ କଲେ କ୍ରୀଡା ସଚିବ

ଅକ୍ଟୋବରରେ ୧୭ ବର୍ଷରୁ କମ ମହିଳା ପିଫା ବିଶ୍ୱକପ ଫୁଟବଲ ଓ ଜାନୁଆରୀରେ ବିଶ୍ୱକପ ହକି ପ୍ରତିଯୋଗିତା ଆୟୋଜିତ ହେବାକୁ ଥିବାରୁ ଆଜି ଏହା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ବିଏମସି କମିଶନର, ସିଟି ଇଞ୍ଜିନିୟରଙ୍କ ସହ ବରିଷ୍ଠ ଅଧିକାରୀ ।

ଅଧିକାରୀମାନେ ବିମାନବନ୍ଦରଠାରୁ ଆରମ୍ଭ କରି କଳିଙ୍ଗ ଷ୍ଟାଡ଼ିୟମ ଯାଏ ଅନୁଧ୍ୟାନ କରିଛନ୍ତି । ଧାର୍ଯ୍ୟ ସମୟ ପୂର୍ବରୁ ନିର୍ମାଣ ଓ ସୌନ୍ଦର୍ଯ୍ୟ କାମ ଶେଷ କରିବାକୁ ଲକ୍ଷ୍ୟ ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes