ଭୁବନେଶ୍ୱରରୁ କଫ୍‌ ସିରପ ଜବତ ପରେ ଧରପଗଡ଼

ଏମ୍ଏସ୍‌ ଫାର୍ମା କେୟାରକୁ ଅହମ୍ମଦାବାଦ, ହିମାଚଳ ପ୍ରଦେଶ ଓ କୋଲକାତାରୁ କଫ୍‌ ସିରପ୍‌ ଆସୁଥିଲା।

ସଂସ୍ଥା ମାଲିକ ପ୍ରବୀଣ ଦାସଙ୍କୁ ଧରିବାକୁ ବିଭିନ୍ନସ୍ଥାନରେ ଚଢାଉ ଚାଲିଛି।ପ୍ରବୀଣଙ୍କ ଫାର୍ମା ଲାଇସେନ୍ସ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes