ଭୁବନେଶ୍ବର ସାଂସଦଙ୍କ ଦ୍ଵାରା ସ୍ୱାସ୍ଥ୍ୟମେଳା ଉଦଘାଟିତ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଅଣ ରାଜନୈତିକ ସଂଗଠନ ଆଜିତା ଏବଂ ସମର୍ଥ ଆନୁକୂଲ୍ୟରେ ମଧ୍ୟ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ୱାର୍ଡ ୩୯ ଠାରେ ଆୟୋଜିତ ସ୍ୱାସ୍ଥ୍ୟ ମେଳା ଉଦଘାଟିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ଶହ ଶହ ଲୋକ ଚିକିତ୍ସିତ ହୋଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।ଦଳର କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes