ଭୁବନେଶ୍ବରରେ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟାକାଣ୍ଡ

ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ଏହି ଘଟଣା ଘଟିଛି।

ଖଣ୍ଡା ଚୋଟରେ ଅଞ୍ଜନ ବେହେରା ନାମକ ଯୁବକଙ୍କ ମୃତ୍ୟୁ ଘଟିଛି। ହତ୍ୟାକାରୀ ପିଙ୍କୁ ସହ ପ୍ରେମିକା ଓ ସହଯୋଗୀ ଫେରାର ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes