ଭୁଜାଲି ସହ ଯୁବକଙ୍କୁ କାବୁ କଲା ପୁଲିସ

ବଲାଙ୍ଗିର ସହରର ସିଭିଲ କୋର୍ଟ ସମ୍ମୁଖରେ ଥିବା ମିଶନ ଖେଳ ପଡିଆ ନିକଟରୁ ଆଜି ଏକ ଭୁଜାଲି ସହ ଜଣେ ଯୁବକଙ୍କୁ କାବୁ କରିଛି ବଲାଙ୍ଗିର ଟାଉନ ପୁଲିସ।

ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣେ ଅଧୀକାରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes